അർത്ഥം : କୌଣସି ବସ୍ତୁରେ ରହିଥିବା କୌଣସି ପ୍ରକାରର ତୃଟି ବା ଅଭାବ ପୂରଣ କରିବା ପାଇଁ ପରେ ସେଥିରେ କିଛି ଅଧିକ ଯୋଡ଼ିବା, ମିଶାଇବା ବା ବଢାଇବା କ୍ରିୟା
ഉദാഹരണം :
ମୁଁ ପ୍ରଥମ ଉତ୍ତରର ଅନୁପୂରଣ କରିବା ଭୁଲିଗଲି
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु में रही किसी प्रकार की त्रुटि या कमी पूरी करने के लिए पीछे से उसमें कुछ और जोड़ने, मिलाने या बढ़ाने की क्रिया।
मैं प्रथम उत्तर का अनुपूरण करना भूल गई।