അർത്ഥം : ଧର୍ମରେ ନିଷ୍ଠା ବା ଶ୍ରଦ୍ଧା ନରଖିବାଲୋକ ବା ଯିଏ ଧାର୍ମିକ ନୁହେଁ
ഉദാഹരണം :
ରାବଣ ଜଣେ ଅଧର୍ମୀ ବ୍ୟକ୍ତି ଥିଲା
പര്യായപദങ്ങൾ : ଅଧାର୍ମିକ, ଧର୍ମହୀନ, ବିଧର୍ମୀ
മറ്റ് ഭാഷകളിലേക്കുള്ള വിവർത്തനം :
धर्म में निष्ठा या श्रद्धा न रखने वाला या जो धार्मिक न हो।
वह अधार्मिक व्यक्ति है।അർത്ഥം : ଯିଏ ପାପ କରେ ବା ପାପ କରିବା ଲୋକ
ഉദാഹരണം :
ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
പര്യായപദങ്ങൾ : ଅଧାର୍ମିକ, ଅନାଚାରୀ, ଅସାଧୁ, ପାତକୀ, ପାପାଚାରୀ, ପାପାତ୍ମା, ପାପୀ, ପାମର, ମ୍ଳେଚ୍ଛ
മറ്റ് ഭാഷകളിലേക്കുള്ള വിവർത്തനം :
जो पाप करता हो या पाप करने वाला।
धार्मिक ग्रंथों में वर्णित है कि जब-जब पृथ्वी पर पाप बढ़ता है,तब-तब प्रभु अवतार लेकर पापी व्यक्तियों का संहार कर देते हैं।