പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅତିଶୟୋକ୍ତି എന്ന വാക്കിന്റെ അർത്ഥവും ഉദാഹരണവും.

ଅତିଶୟୋକ୍ତି   ବିଶେଷ୍ୟ

അർത്ഥം : ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ

ഉദാഹരണം : ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା

പര്യായപദങ്ങൾ : ଅତିଶୟୋକ୍ତି ଅଳଙ୍କାର


മറ്റ് ഭാഷകളിലേക്കുള്ള വിവർത്തനം :

एक अलंकार जिसमें भेद में अभेद, असंबंध में संबंध आदि दिखाकर किसी वस्तु का बहुत बढ़ाकर वर्णन होता है।

आदिकालीन कवियों की रचनाएँ अतिशयोक्ति अलंकार से भरी पड़ी हैं।
अतिशयोक्ति, अतिशयोक्ति अलंकार

Extravagant exaggeration.

exaggeration, hyperbole

അർത്ഥം : କୌଣସି ବସ୍ତୁକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଥିବା ଅର୍ଥାଳଙ୍କାର

ഉദാഹരണം : ଏହି କବିତାରେ ନାୟିକାର ରୂପ ବର୍ଣ୍ଣନା ପାଇଁ ଅତିଶୟୋକ୍ତିର ବ୍ୟବହାର ହୋଇଛି

അർത്ഥം : ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା

ഉദാഹരണം : ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା

പര്യായപദങ്ങൾ : ଅତିରଞ୍ଜନ ଅତ୍ୟୁକ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

बहुत बढ़ा-चढ़ाकर या अपनी ओर से बहुत-कुछ मिलाकर कही हुई बात।

उनका भाषण अतिशयोक्ति से पूर्ण था।
अतिरंजना, अतिशयोक्ति, अत्युक्ति, मिर्च मसाला

Making to seem more important than it really is.

exaggeration, magnification, overstatement