അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଅଟକିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം : ଚୌକିଦାର କାରଟିକୁ ବଙ୍ଗଳା ବାହାରେ ହିଁ ଅଟକାଇଲା
പര്യായപദങ്ങൾ : ଅଟକାଇବା, ରୋକାଇବା, ରୋକେଇବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
रुकने का काम दूसरे से कराना।
അർത്ഥം : ରୋକିବା ବା ବାଧାଦେବା
ഉദാഹരണം : ଡକାୟତମାନେ ମାର୍ଗ ଅବରୋଧ କଲେ
പര്യായപദങ്ങൾ : ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋକିବା, ରୋଧକରିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
अड़चन या बाधा डालना।
Stop from happening or developing.
അർത്ഥം : ପଡ଼ିବାରୁ ବଞ୍ଚେଇବା
ഉദാഹരണം : ତିନି ମହଲାରୁ ଖସିପଡ଼ୁଥିବା ପିଲାଟିକୁ ଜଣେ ଯୁବକ ଆଗକୁ ଯାଇ ଧରିଲେ
പര്യായപദങ്ങൾ : ଧରିବା, ରଖିବା, ସମ୍ଭାଳିବା
गिरने पड़ने से बचाना।
ഇൻസ്റ്റാൾ ചെയ്യുക