അർത്ഥം : ରୋକିବାର ପ୍ରକ୍ରିୟା
ഉദാഹരണം :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
പര്യായപദങ്ങൾ : ଗତିରୋଧ କରିବା, ବନ୍ଦକରିବା, ରୋକିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
ഉദാഹരണം :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
പര്യായപദങ്ങൾ : ରୋକିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
ഉദാഹരണം :
ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେପରି କଲେ କୌଣସି କାମ ଅଧା ରହେ
ഉദാഹരണം :
ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
പര്യായപദങ്ങൾ : ଝୁଲେଇ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
ഉദാഹരണം :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
മറ്റ് ഭാഷകളിലേക്കുള്ള വിവർത്തനം :