അർത്ഥം : ଯେ ପଙ୍ଗୁ ନୁହେଁ
ഉദാഹരണം :
ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା
പര്യായപദങ്ങൾ : ନିଖୁଣ, ପୂର୍ଣ୍ଣକାୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ବିଭକ୍ତ ନୁହେଁ
ഉദാഹരണം :
ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ
പര്യായപദങ്ങൾ : ଅଖଣ୍ଡ, ଅଖଣ୍ଡିତ, ଅଜୁଟ, ଅବିଚ୍ଛିନ୍ନ, ଅଭଙ୍ଗ, ଅଭିନ୍ନ, ଅଭିଭକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
जो विभक्त न हो।
हमें भारत की अक्षुण्ण एकता को बनाए रखना होगा।Impossible of undergoing division.
An indivisible union of states.അർത്ഥം : ଯାହାର କେବେ ନାଶ ହୁଏନାହିଁ
ഉദാഹരണം :
ଆତ୍ମା ଅମର
പര്യായപദങ്ങൾ : ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଅମର, ଶାଶ୍ୱତ
മറ്റ് ഭാഷകളിലേക്കുള്ള വിവർത്തനം :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal