അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ഉദാഹരണം : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
പര്യായപദങ്ങൾ : ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ, ସ୍ୱାଭାବିକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
स्वभाव से या आप-से-आप होनेवाला या जो बनावटी न हो।
അർത്ഥം : ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
ഉദാഹരണം : ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
പര്യായപദങ്ങൾ : ନୈସର୍ଗିକ, ପ୍ରାକୃତିକ
जो प्रकृति संबंधी हो या प्रकृति का।
ഇൻസ്റ്റാൾ ചെയ്യുക