ଆରମେନିୟାନ୍ (ବିଶେଷ୍ୟ)
ଆରମେନିୟା ଭାଷାର ଲିପି
୫୬ (ବିଶେଷଣ)
ପଚାଶରେ ଛଅ ମିଶିଲେ ଯେଉଁ ସଂଖ୍ୟା ମିଳେ
ବୁନ୍ଦେଲଖଂଡ (ବିଶେଷ୍ୟ)
ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ଯେଉଁ ଅଂଶରେ ଜାଲୌନ,ଝାନ୍ସୀ,ହମୀରପୁର,ଲଳିତପୁର୍,ମହୋବା,ବାନ୍ଦା ଆଦି ଜିଲ୍ଲା ରହିଛି
ବଛାଇବା (କ୍ରିୟାପଦ)
ଭଲ ବା କାମଯୋଗ୍ୟ ଜିନିଷ ଅଲଗା କରିବା
ଡବଡବ ଚାହାଣି (ବିଶେଷ୍ୟ)
ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
ଅଧ୍ୟକ୍ଷତା (ବିଶେଷ୍ୟ)
ଅଧ୍ୟକ୍ଷଙ୍କ ପଦ ବା ସ୍ଥାନ
ପଶୁପାଳନ (ବିଶେଷ୍ୟ)
ପଶୁମାନଙ୍କୁ ପାଳିବା ବା ରଖିବା ପ୍ରକ୍ରିୟା
ଲୌହ (ବିଶେଷ୍ୟ)
କଳା ରଙ୍ଗର ଏକ ଧାତୁ ଯେଉଁଥିରେ ବାସନକୁସନ, ହତିଆର, ଯନ୍ତ୍ରଆଦି ତିଆରି ହୁଏ
ଡକାଯିବା (କ୍ରିୟାପଦ)
ଡକା ଯିବା
ବୁନ୍ଦେଲଖଣ୍ଡ (ବିଶେଷ୍ୟ)
ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ଯେଉଁ ଅଂଶରେ ଜାଲୌନ,ଝାନ୍ସୀ,ହମୀରପୁର,ଲଳିତପୁର୍,ମହୋବା,ବାନ୍ଦା ଆଦି ଜିଲ୍ଲା ରହିଛି