অর্থ : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କ ଚାରି ପଟେ ଦେଖାଯାଉଥିବ ପରିଧି ବା ପରିବେଶ
উদাহরণ :
ସୂର୍ଯ୍ୟ ମଣ୍ଡଳରେ କେତେକ ଗ୍ରହ ବୁଲୁଥାନ୍ତି
অন্যান্য ভাষায় অনুবাদ :
A solid figure bounded by a spherical surface (including the space it encloses).
sphereঅর্থ : କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
উদাহরণ :
ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
অন্যান্য ভাষায় অনুবাদ :
অর্থ : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
উদাহরণ :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
অন্যান্য ভাষায় অনুবাদ :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।অর্থ : ଭୂଗୋଳରେ ଗରମ ଓ ଥଣ୍ଡା ଭିତ୍ତିରେ କରାଯାଇଥିବା ପୃଥିବୀର ପାଞ୍ଚ ଭାଗରୁ ଗୋଟିଏ ଭାଗ
উদাহরণ :
ଉତ୍ତର ମେରୁ ହିମ ମଣ୍ଡଳରେ ଆସୁଅଛି
সমার্থক : ଶୀତ କଟିବନ୍ଧ, ହିମ କଟିବଂଧ, ହିମ ମଣ୍ଡଳ
অন্যান্য ভাষায় অনুবাদ :
Any of the regions of the surface of the Earth loosely divided according to latitude or longitude.
geographical zone, zone