অর্থ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
উদাহরণ :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
অন্যান্য ভাষায় অনুবাদ :
অর্থ : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି
উদাহরণ :
ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି
অন্যান্য ভাষায় অনুবাদ :
A public meeting or assembly for open discussion.
forumঅর্থ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
উদাহরণ :
ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
উদাহরণ :
ଆପଣ କେଉଁ ଦଳର ?
অন্যান্য ভাষায় অনুবাদ :
অর্থ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
উদাহরণ :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
সমার্থক : ଆଲୋଚନା, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
অন্যান্য ভাষায় অনুবাদ :
किसी तथ्य, विषय, पुस्तक आदि की विशेष तथा विस्तृत रूप से की जानेवाली चर्चा।
वहाँ हिन्दू समाज के उत्थान के ऊपर परिचर्चा की जा रही है।An exchange of views on some topic.
We had a good discussion.