অর্থ : ସୁରକ୍ଷିତ ହେବା ବା ରହିବା ଅବସ୍ଥା
উদাহরণ :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
অন্যান্য ভাষায় অনুবাদ :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.অর্থ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
উদাহরণ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
অন্যান্য ভাষায় অনুবাদ :
The act of reducing something unpleasant (as pain or annoyance).
He asked the nurse for relief from the constant pain.অর্থ : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
উদাহরণ :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
সমার্থক : ନିବୃତ୍ତି, ବନ୍ଧନ, ବିମୁକ୍ତି, ମୁକ୍ତି
অন্যান্য ভাষায় অনুবাদ :
मुक्त करने या होने की अवस्था या भाव।
अमरीका में दासों की मुक्ति का श्रेय अब्राहम लिंकन को दिया जाता है।The condition of being free. The power to act or speak or think without externally imposed restraints.
freedomঅর্থ : ଜବତ୍ ହୋଇଥିବା ବା ହଜି ଯାଇଥିବା, ଚୋରି ଯିବା ବା ମିଳୁନଥିବା ଜିନିଷ ପାଇବାର କ୍ରିୟା
উদাহরণ :
ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ଆଭୂଷଣକୁ ପୁଲିସ୍ ଉଦ୍ଧାର କରିଥିବା ଖବର ମିଳୁଛି
অন্যান্য ভাষায় অনুবাদ :
অর্থ : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ
উদাহরণ :
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
সমার্থক : ସୁଧାର
অন্যান্য ভাষায় অনুবাদ :
অর্থ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
উদাহরণ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
সমার্থক : ତାରଣ, ନିସ୍ତାର, ମୁକ୍ତି, ରକ୍ଷା
অন্যান্য ভাষায় অনুবাদ :
Recovery or preservation from loss or danger.
Work is the deliverance of mankind.